ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା‌

ଭୁବନେଶ୍ବର : ରାଜ୍ୟ ସରକାର ଗର୍ଭବତୀଙ୍କୁ କୋଭିଡ ଟିକା ଦେବା ‌ନିୟମ କରିବା ପରେ ବିଏମ୍‌ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଣିକି ପ୍ରତି ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ ସମେତ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଟିକା ଦିଆଯିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷ ୨୫ହଜାର ୬୧୪ ଡୋଜ୍ ଟିକା … Continue reading ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା‌